ନଭେମ୍ବର ୨ରୁ ଖୋଲିବ ଏମ୍‌ସ ବହିର୍ବିଭାଗ

ଭୁବନେଶ୍ୱର : କରୋନା ସଂକ୍ରମଣ ପାଇଁ ଗତ ଜୁଲାଇ ୧୦ତାରିଖ‌ରୁ ବନ୍ଦ ରହିଥିବା ଏମ୍‌ସର ଓପିଡି ବା ବହିର୍ବିଭାଗ ଖୋଲିବାକୁ ଯାଉଛି। ଆସନ୍ତା ନଭେମ୍ବର ୨ତାରିଖରୁ ସପ୍ତାହ ପର୍ଯ୍ୟନ୍ତ ସବୁ ବିଭାଗରେ ସର୍ବାଧିକ ୩୦ଜଣ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବ। ତେବେ ୯ତାରିଖଠାରୁ ଏହା ବୃଦ୍ଧି ପାଇବ। ସବୁ ବିଭାଗରେ ଦୈନିକ ୫୦ଜଣ ରୋଗୀଙ୍କୁ ଓପିଡି ସୁବିଧା ଦିଆଯିବ ବୋଲି ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନାର ଦ୍ରୁତ … Continue reading ନଭେମ୍ବର ୨ରୁ ଖୋଲିବ ଏମ୍‌ସ ବହିର୍ବିଭାଗ